ଏହି ଗୋପନୀୟତା ନୀତି ସେମାନଙ୍କ ସେବା ଶକାସେ ସଂକଳିତ କରାଯାଇଛି ଯେଉଁମାନେ ତାଙ୍କ "ବ୍ୟକ୍ତିଗତ ରୁପେ ଚିହ୍ନଟ କରାଯାଇ ପାରୁଥିବା ସୂଚନା" (ପିଆଇ୍ଆଇ୍) ଅନ୍ଲାଇ୍ନ୍ରେ କିଭଳି ବ୍ୟବହାର କରାଯାଏ ବୋଲି ଚିନ୍ତିତ ଅଟନ୍ତି | ଏହି ପିଆଇ୍ଆଇ୍, ଯୁକ୍ତରାଷ୍ଟ୍ରର ଗୋପନୀୟତା ଆଇନ ଓ ସୂଚନା ସୁରକ୍ଷାରେ ଯେପରି ବର୍ଣ୍ଣନା କରାଯାଇଛି, ଏପ୍ରକାର ସୂଚନା ଯାହା ସ୍ୱଂୟ ଅଥବା ଅନ୍ୟ ସୂଚନା ସହ ବ୍ୟବହାର କରି ଚିହ୍ନଟ କରିବାକୁ, ସମ୍ପର୍କ କରିବାକୁ, ଜଣେ ବ୍ୟକ୍ତିଙ୍କୁ ଠାବ କରିବାକୁ, ଅଥବା ଜଣେ ବ୍ୟକ୍ତିଙ୍କୁ ପ୍ରସଙ୍ଗରେ ଚିହ୍ନଟ କରିବାକୁ ବ୍ୟବହାର କରାଯାଇ ପାରେ | ଦୟାକରି ଆମ ଗୋପନୀୟତା ନୀତି ସ୍ୱଷ୍ଟ ରୁପେ ବୁଝିପାଇବାକୁ ଜାଗ୍ରତ ସହକାରେ ପଢ଼ନ୍ତୁ ଯେ ଆମେ କିପରି ସୂଚନା ସଂଗ୍ରହ, ବ୍ୟବହାର, ସୁରକ୍ଷା ଅଥବା ବ୍ୟକ୍ତିଗତ ରୁପେ ଚିହ୍ନଟ କରାଯାଇ ପାରୁଥିବା ସୂଚନାକୁ ଆମ ୱେବ୍ସାଇଟ୍ ଅନୁସାରେ ଅନ୍ୟଥା କିପରି ଧାରଣ କରିଥାଉ |
The profile elements below change depending on if Facebook or Google sign on is used.
Some personal information is tracked for the proper functioning of the website, and other information is requested and saved for additional coaching and support.
ଆମେ ଓନ୍ଲାଇନ୍ ରେ ସଞ୍ଚାର ହେଉଥିବା ସୂଚନାର ସୁରକ୍ଷା ଶକାସେ ଏନ୍କ୍ରିପ୍ସନ୍ର ବ୍ୟବହାର କରିବା ସଙ୍ଗେସଙ୍ଗେ, ଅଫ୍ଲାଇନ୍ରେ ମଧ୍ୟ ଆପଣଙ୍କ ସୂଚନାର ସୁରକ୍ଷା କରିଥାଉ ? କେବଳ ଦଳର ସଦସ୍ୟ ଯେଉଁମାନେ ଏକ ନିର୍ଦ୍ଧିଷ୍ଟ କାର୍ଯ୍ୟ (ଉଦାହରଣ ସ୍ୱରୁପ, ୱେବ୍ ସୁପରିବାହକ କିମ୍ବା ଗ୍ରାହକ ସେବା) କରିଥାନ୍ତି ସେମାନଙ୍କୁ ବ୍ୟକ୍ତିଗତ ରୁପେ ଚିହ୍ନଟ କରାଯାଇ ପାରୁଥିବା ସୂଚନାର ପ୍ରବେଶ ଅଧିକାର ଦିଆଯାଇଥାଏ |
ଆପଣଙ୍କ ବ୍ୟକ୍ତିଗତ ସୂଚନା ଏକ ସୁରକ୍ଷିତ ନେଟ୍ୱାର୍କ୍ ପଛରେ ଧାରଣ କରି ରଖାଯାଇଛି, ଏବଂ ଅତି ସୀମିତ ଲୋକଙ୍କ ପହଞ୍ଚରେ ଓ ଏହି ସିଷ୍ଟମ୍କୁ ଯେଉଁମାନଙ୍କୁ ସ୍ୱତନ୍ତ୍ର ଅଧିକାର ଦିଆଯାଇଛି ଏବଂ ସୂଚନାକୁ ଗୋପନୀୟ ରଖିବାକୁ ଆବଶ୍ୟକ କରନ୍ତି କେବଳ ସେମାନେ ହିଁ ପହଞ୍ଚି ପାରନ୍ତି | ଅଧିକ ରୁପେ, ଆପଣ ଯୋଗାଇଥିବା ସମସ୍ତ ସମ୍ବେଦନଶୀଳ/ଋଣ ସୂଚନା ସେକ୍ୟୁର୍ ସୋକେଟ୍ ଲେୟାର୍ (ଏସ୍ଏସ୍ଏଲ୍) ଟେକ୍ନୋଲୋଜି ଯୋଗେ ଏନ୍କ୍ରିପ୍ଟ୍ କରାଯାଇଛି |
ଆପଣଙ୍କ ବ୍ୟକ୍ତିଗତ ସୂଚନାର ସୁରକ୍ଷା ନିମନ୍ତେ ଯେତେବେଳେ କୌଣସି ଉପଯୋଗକର୍ତ୍ତା ସୂଚନା ଦାଖଲ ଅଥବା ପ୍ରବେଶ କରିବା ସମୟରେ ଆମେ ଅନେକ ସୁରକ୍ଷା ପରିମାପକ ଲାଗୁ କରିଥାଉ |
Any use of Cookies - or of other tracking tools - unless stated otherwise, serves to identify Users and remember their preferences, for the sole purpose of providing the service required by the User.
You can do the following at any time by contacting us via our "Get a Coach" form and choosing "Technical Assistance" from your user dashboard.
ଆମ ଗୋପନୀୟତା ନୀତି ସମୟ ସମୟରେ ବଦଳି ଥାଏ ଏବଂ ସମସ୍ତ ଅଦ୍ୟତନ ଏହି ପୃଷ୍ଠାରେ ପୋଷ୍ଟ କରାଯିବ |