The sections below, will teach you what it means to be a follower (disciple) of Jesus
ପଞ୍ଜିକୃତ କରାନ୍ତୁ
ଈଶ୍ୱର ସାଧାରଣ ଲୋକମାନଙ୍କୁ ବ୍ୟବହାର କରିଥାଆନ୍ତି |
ଆପଣ ଦେଖି ପାରିବେ ଯେ ଈଶ୍ୱର କିପରି ସାମାନ୍ୟ କାର୍ଯ୍ୟ କରୁଥିବା ସାଧାରଣ ଲୋକମାନଙ୍କୁ ବୃହତ୍ ପ୍ରଭାବ ନିମନ୍ତେ ବ୍ୟବହାର କରିଥାନ୍ତି |
ଶିଷ୍ୟ ଏବଂ ମଣ୍ଡଳୀର ସରଳ ସଜ୍ଞା
ଏକ ଶିଷ୍ୟ ହେବାର, ଏକ ଶିଷ୍ୟ କରିବାର ଏବଂ ଏକ ମଣ୍ଡଳୀ କ'ଣ ଅଟେ ଏହାର ସାର ଖୋଜି ପାଆନ୍ତୁ |
ଦର୍ଶନ ଉନ୍ମୋଚନ ଏକ ମହତ ଆଶୀଷ
ଯୀଶୁଙ୍କର କେବଳ ଗୋଟିଏ ଅନୁଗାମୀଙ୍କୁ ନୁହଁ କିନ୍ତୁ ଏକ ସମଗ୍ର ଆତ୍ମିକ ପରିବାର ଯିଏକି ଆଗାମୀ ପିଢ଼ିମାନଙ୍କୁ ମଧ୍ୟ ବହୁଗୁଣିତ କରିବାକୁ ଏକ ସରଳ ପଦ୍ଧତି ଶିକ୍ଷା କରନ୍ତୁ |
ଉପଭୋକ୍ତା ବନାମ ଉତ୍ପାଦକ ଜୀବନଶୈଳୀ
ଆପଣ ଚାରିଗୋଟି ପଥ ଆବିଷ୍କାର କରିବେ ଯେ ଈଶ୍ୱର କିପରି ଦୈନନ୍ଦିନ ଅନୁଗାମୀ ମାନଙ୍କୁ ଅଧିକ ରୁପେ ଯୀଶୁଙ୍କ ଭଳି କରନ୍ତି |
ଆଧ୍ୟାତ୍ମିକ ଶ୍ୱାସକ୍ରିୟା ହେଉଛି ଈଶ୍ୱରଙ୍କ ଠାରୁ ଶୁଣିବା ଏବଂ ଆଜ୍ଞା ପାଳନ କରିବା
ଶିଷ୍ୟ ହେବାର ମାନେ ହେଉଛି ଆମେ ଈଶ୍ୱରଙ୍କ ଠାରୁ ଶୁଣୁ ଏବଂ ତାଙ୍କ ଆଜ୍ଞା ପାଳନ କରୁ |
ପ୍ରାର୍ଥନାରେ ଏକ ଘଣ୍ଟା କିପରି ବିତାଇବା
ପ୍ରାର୍ଥନାରେ ଏକ ଘଣ୍ଟା ସମୟ ବିତାଇବା କେତେ ସହଜ ଦେଖନ୍ତୁ |
ବିଏଲ୍ଇଏସ୍ଏସ୍ ପ୍ରାର୍ଥନା ଶୈଳୀ
ଅନ୍ୟମାନଙ୍କ ଶକାସେ ପ୍ରାର୍ଥନା କରିବାରେ ଆପଣଙ୍କୁ ସ୍ମରଣ କରିଦେବାକୁ ଏକ ସରଳ ସ୍ମୃତି ସହାୟକ ଅଭ୍ୟାସ କରନ୍ତୁ |
ଏସ୍.ଓ.ଏ.ପି.ଏସ୍ ବାଇବଲ ପଠନ
ବାଇବଲ୍ ଅଧ୍ୟୟନ ନିମନ୍ତେ ଏକ ଉପକରଣ ଯାହା ଆପଣଙ୍କୁ ଈଶ୍ୱରଙ୍କ ବାକ୍ୟ ବୁଝିବାକୁ, ପାଳନ କରିବାକୁ ଏବଂ ବାଣ୍ଟିବାକୁ ସାହାଯ୍ୟ କରେ |
ବିଶ୍ୱସ୍ତତା ଜ୍ଞାନଠାରୁ ଉତ୍ତମ ଅଟେ
ଶିଷ୍ୟମାନେ କ'ଣ ଜାଣିଛନ୍ତି ଏହା ଗୁରୁତ୍ୱପୁର୍ଣ୍ଣ ଅଟେ - କିନ୍ତୁ ଏହା ଅତିଗୁରୁତ୍ୱପୁର୍ଣ୍ଣ ଯେ ସେମାନେ ଜାଣିଥିବା ବିଷୟରେ ସେମାନେ କ'ଣ କରିଥାଆନ୍ତି?
3/3 Group Meeting Pattern
ଏକ ୩/୩ ଦଳ ଯୀଶୁଙ୍କ ଅନୁଗାମୀମାନଙ୍କ ପାଇଁ ଭେଟିବା, ପ୍ରାର୍ଥନା କରିବା, ଶିକ୍ଷା କରିବା, ବୃଦ୍ଧି ପାଇବା, ଆଜ୍ଞାମାନିବାକୁ ଅଭ୍ୟାସ କରିବା ଓ ଶିକ୍ଷା କରିଥିବା ବିଷୟକୁ ବିତରଣ କରିବାର ଏକ ମାର୍ଗ | ଏହି ରୁପେ, ଏକ ୩/୩ ଦଳ କେବଳ ଏକ ଛୋଟ ଦଳ ନୁହେଁ କିନ୍ତୁ ଏକ ସରଳ ମଣ୍ଡଳୀ ଅଟେ |
ଉତ୍ତରଦାୟୀ ଦଳ ସମୁହ
ସମାନ ଲିଙ୍ଗର ଦୁଇ ଅଥବା ତିନି ଜଣଙ୍କ ପାଇଁ ସପ୍ତାହିକ ରୁପେ ବୈଠକ କରିବାକୁ ଏବଂ ଭଲ କାର୍ଯ୍ୟ ହେଉଥିବା କ୍ଷେତ୍ରରେ ପରସ୍ପରକୁ ପ୍ରତ୍ସାହିତ କରିବାକୁ ଓ ସଂଶୋଧନ ଆବଶ୍ୟକ ଥିବା କ୍ଷେତ୍ରକୁ ପ୍ରକଟ କରିବାକୁ ଏକ ଉପକରଣ ଅଟେ |
ସର୍ବଦା ଦୁଇଟି ମଣ୍ଡଳୀର ଅଂଶ
ଯିବା ଏବଂ ରହିବା ଦ୍ୱାରା ଯୀଶୁଙ୍କ ଆଜ୍ଞାମାନିବାକୁ ଶିକ୍ଷା କରନ୍ତୁ
ପ୍ରଭୁଭୋଜ ଓ ଏହାର ନେତୃତ୍ୱ କିପରି କରିବା
It's a simple way to celebrate our intimate connection and ongoing relationship with Jesus. Learn a simple way to celebrate.
ବାପ୍ତିସ୍ମ ଏବଂ ଏହାକୁ କିଭଳି କରିବା
ଯୀଶୁ କହିଲେ, "ଯାଅ ଓ ସମସ୍ତ ଜାତିର ଲୋକଙ୍କୁ ମୋର ଶିଷ୍ୟ କର, ପିତା, ପୁତ୍ର ଓ ପବିତ୍ରଆତ୍ମାଙ୍କ ନାମରେ ବାପ୍ତିସ୍ମ ଦେଇ..." ଏହାକୁ କିପରି ଅମଳ କରାଯାଏ ଶିଖନ୍ତୁ |
The Spiritual Economy
ଜଗତର ଅର୍ଥନିତୀ ଠାରୁ ଈଶ୍ୱରଙ୍କ ଅର୍ଥନିତୀ କିପରି ଭିନ୍ନ ଏହା ଶିକ୍ଷା କରନ୍ତୁ | ଈଶ୍ୱର ତାଙ୍କ ଜୀବନରେ ଅଧିକ ନିବେଶ କରିଥାଆନ୍ତି ଯିଏ ଆଗରୁ ଦିଆଯାଇଥିବା ବିଷୟଗୁଡ଼ିକରେ ବିଶ୍ୱସ୍ତ ଅଟନ୍ତି |
Eyes to See Where the Kingdom Isn’t
ଈଶ୍ୱରଙ୍କ ରାଜ୍ୟ କେଉଁଠାରେ ନାହିଁ ଏହା ଦେଖିବାକୁ ପ୍ରାରମ୍ଭ କରନ୍ତୁ | ଏହା ସେହି ସ୍ଥଳ ଗୁଡ଼ିକ ଅଟେ ଯେଉଁଠାରେ ଈଶ୍ୱର ସବୁଠାରୁ ଅଧିକ କାର୍ଯ୍ୟକରିବାକୁ ଚାହାନ୍ତି |
ଯୀଶୁ ସେମାନଙ୍କ ନିକଟକୁ ଆସି କହିଲେ, "ସ୍ଵର୍ଗ ଓ ପୃଥିବୀର ସମସ୍ତ ଅଧିକାର ମୋତେ ପ୍ରଦତ୍ତ ହୋଇଅଛି। ଅତଏବ, ତୁମ୍ଭେମାନେ ଯାଇ ସମସ୍ତ ଜାତିର ଲୋକଙ୍କୁ ପିତା, ପୁତ୍ର ଓ ପବିତ୍ର ଆତ୍ମାଙ୍କ ନାମରେ ବାପ୍ତିସ୍ମ ଦେଇ, ମୁଁ ତୁମ୍ଭମାନଙ୍କୁ ଯେଉଁ ଯେଉଁ ଆଜ୍ଞା ଦେଇଅଛି, ସେହିସବୁ ପାଳନ କରିବାକୁ ଶିକ୍ଷା ଦେଇ ସେମାନଙ୍କୁ ଶିଷ୍ୟ କର; ଆଉ ଦେଖ, ଯୁଗାନ୍ତ ପର୍ଯ୍ୟନ୍ତ ସଦାସର୍ବଦା ମୁଁ ତୁମ୍ଭମାନଙ୍କ ସଙ୍ଗେ ସଙ୍ଗେ ଅଛି।" (ମାଥିଉ ୨୮:୧୮-୨୦ )
ଶିଶୁବତକ ଶିଷ୍ୟତ୍ୱ - ତୁରନ୍ତ ନେତୃତ୍ୱ କରିବା
ଶିଶୁବତକ ସହ ଶିଷ୍ୟ ନିର୍ମାଣର ସମ୍ପର୍କ କ'ଣ ଜାଣନ୍ତୁ
ଶିଷ୍ୟମାନଙ୍କ ପରିପକ୍ୱତା ଶକାସେ ପ୍ରଶିକ୍ଷଣ ଚକ୍ର
ପ୍ରଶିକ୍ଷଣ ଚକ୍ରକୁ ଅଭ୍ୟାସ କରନ୍ତୁ ଏବଂ ଆପଣଙ୍କ ଶିଷ୍ୟ ନିର୍ମାଣରେ ଏହା କିପରି ଲାଗୁ ହୋଇପାରେ ଏହା ବିଚାର କରନ୍ତୁ |
ଅଣ-ଅନୁକ୍ରମିକ ବୃଦ୍ଧି ଅପେକ୍ଷା କର
ଶିଷ୍ୟ ନିର୍ମାଣ କିପରି ରୈଖିକ ହେବା ଆବଶ୍ୟକ ନୁହେଁ ଜାଣନ୍ତୁ | ଏକ ସମୟରେ ଅନେକ ବିଷୟ ଘଟିପାରେ |
ବହୁଗୁଣିତ ହେବାର ଗତି ମାନେ ରଖିଥାଏ
ବହୁଗୁଣିତ ହେବା ଗୁରୁତ୍ୱପୂର୍ଣ୍ଣ ଅଟେ ଏବଂ ଶୀଘ୍ର ବହୁଗୁଣିତ ହେବା ଆହୁରି ଅଧିକ ଗୁରୁତ୍ୱପୂର୍ଣ୍ଣ ଅଟେ | ଗତି କାହିଁକି ଗୁରୁତ୍ୱପୁର୍ଣ୍ଣ ଦେଖନ୍ତୁ |
ସମ୍ପର୍କଗତ ପରିଚାରକତ୍ୱ - ୧୦୦ର ତାଲିକା
ଏକ ଉପକରଣ ଯାହା ଆପଣଙ୍କ ସମ୍ପର୍କଗୁଡ଼ିକର ଉତ୍ତମ ପରିଚାରକ ହେବାକୁ ସାହାଯ୍ୟ କରିଥାଏ |
ସୁସମାଚାର ଏବଂ ଏହାକୁ କିପରି ବିତରଣ କରିବା
ଈଶ୍ୱରଙ୍କ ସୁସମାଚାର ମନୁଷ୍ୟର ସୃଷ୍ଟିରୁ ଆରମ୍ଭ କରି ଯୁଗାନ୍ତ ପର୍ଯ୍ୟନ୍ତ ବିତରଣ କରିବାକୁ ଶିକ୍ଷା କରନ୍ତୁ |
ଆପଣଙ୍କ ୩-ମିନିଟ୍ର ସାକ୍ଷ ପ୍ରସ୍ତୁତ କର
ଯୀଶୁ କିପରି ଆପଣଙ୍କ ଜୀବନକୁ ପ୍ରଭାବିତ କଲେ ଏହା କହିବା ଦ୍ୱାରା ଆପଣଙ୍କ ସାକ୍ଷ ତିନି ମିନିଟ୍ରେ ବିତରଣ କରିବାକୁ ଶିକ୍ଷା କରନ୍ତୁ |
ଏକ ଶାନ୍ତିପ୍ରିୟ ଲୋକ ଏବଂ ଜଣକୁ କିପରି ଖୋଜି ପାଇବା
ଜଣେ ଶାନ୍ତିପ୍ରିୟ ଲୋକ କିଏ ହୋଇପାରନ୍ତି ଓ ଜଣକୁ ପାଇଛନ୍ତି ବୋଲି ଆପଣ କିପରି ଜାଣିବେ ଶିଖନ୍ତୁ |
ପ୍ରାର୍ଥନା ବିଚରଣ ଏବଂ ଏହା କିପରି କରିବା
It's a simple way to obey God’s command to pray for others. And it's just what it sounds like — praying to God while walking around!
ସହପାଠୀ ଉପଦେଶକ ଦଳସମୁହ
ଏହି ଦଳ ୩/୩ ଦଳସମୁହ ପ୍ରାରମ୍ଭ ଓ ନେତୃତ୍ୱ କରୁଥିବା ଲୋକମାନଙ୍କର ସମାହାର ଅଟେ | ଏହା ୩/୩ ପ୍ରାରୁପକୁ ମଧ୍ୟ ଅନୁସରଣ କରିଥାଏ ଓ ଆପଣଙ୍କ ଅଞ୍ଚଳରେ ଈଶ୍ୱରଙ୍କ କାର୍ଯ୍ୟର ଆଧ୍ୟତ୍ମିକ ସ୍ୱାସ୍ଥ୍ୟ ଆକଳନ କରିବାକୁ ଏକ ଶକ୍ତିଶାଳୀ ମାର୍ଗ ଅଟେ |
ପ୍ରଶିକ୍ଷଣ ଜାଞ୍ଚତାଲିକା
ଏକ ଶକ୍ତିଶାଳୀ ଉପକରଣ ଅଟେ ଯେବେ ଶିଷ୍ୟ ନିର୍ମାଣ କରିବା ଓ ବହୁଗୁଣିତ କରିବା କଥା ଆସେ ଏହାର ବ୍ୟବହାର କରି ଆପଣା ସାମର୍ଥ୍ୟ ଓ ଦୁର୍ବଳତା ଅତିଶୀଘ୍ର ଜାଣିପାରିବେ |
ନେତୃତ୍ୱ କକ୍ଷଗୁଡ଼ିକ
ନେତୃତ୍ୱ କକ୍ଷ ଏକ ମାଧ୍ୟମ ଅଟେ ଯେଉଁଠାରେ ନେତୃତ୍ୱ କରିବାକୁ ଆହୁତ ବୋଲି ଅନୁଭବ କରୁଥିବା ବ୍ୟକ୍ତି ସେବା କରିବା ଦ୍ୱାରା ନେତୃତ୍ୱ କରିବା ଅଭ୍ୟାସ କରି ପାରନ୍ତି |
ନେଟ୍ୱାର୍କସ୍ରେ ନେତୃତ୍ୱ
ବହୁଗୁଣିତ ହେଉଥିବା ମଣ୍ଡଳୀଗୁଡ଼ିକ କିଭଳି ପରସ୍ପର ସହିତ ସଂଯୁକ୍ତ ହୋଇରୁହନ୍ତି ଏବଂ ବିସ୍ତୃତ ଓ ଆଧ୍ୟାତ୍ମିକ ପରିବାର ରୁପେ ଏକତ୍ର ଜୀବନ ଯାପନ କରନ୍ତି ଜାଣନ୍ତୁ |