ଯୁମେ ତାଲିମ୍
ଯୁମେ ତାଲିମ୍ ଏକ ଓନ୍ ଲାଇନ୍ ଏବଂ ଜୀବନ ଶିକ୍ଷା ଅନୁଭୁତି ଯାହା ଏକ ଛୋଟ ଦଳର ଲୋକମାନଙ୍କ ଶକାସେ ରଚନା କରାଯାଇଛି ଯିଏ ଯୀଶୁଙ୍କୁ ଅନୁସରଣ କରନ୍ତି ଓ ତାଙ୍କ ମହାନ ଅଦ୍ଧ୍ୟାଦେଶ ପାଳନ କରି ବହୁଗୁଣିତ ହେଉଥିବା ଶିଷ୍ୟ ତିଆରି କରନ୍ତି ।
ଯୁମେ ୧୦ଗୋଟି ଅଧିବେଶନର ସମାହାର ଅଟେ, ପ୍ରତ୍ୟେକ ୨ଘଣ୍ଟା ସମୟ:
ଆପଣଙ୍କ ଦଳ ବୃଦ୍ଧି କରିବାର ମୁଳ ସିଦ୍ଧାନ୍ତ ବୁଝିବାକୁ ଅଡିଓ ଏବଂ ଭିଡିଓ ।
ଆପଣଙ୍କ ଦଳରେ ବ୍ୟକ୍ତ କରାଯାଇଥିବା ବିଷୟ ଚିନ୍ତନରେ ସାହାଯ୍ୟ କରିବାକୁ ସାମୁହିକ ଚର୍ଚ୍ଚା ।
ଆପଣଙ୍କ ଦଳରେ ଆପଣ ଶିକ୍ଷା କରିଥିବା ବିଷୟ ଅମଳ କରିବାକୁ ସାଧାରଣ ଅଭ୍ୟାସ ଗୁଡ଼ିକ ।
ଆପଣଙ୍କ ଦଳ ଶିକ୍ଷାରତ ରହିବାକୁ ଏବଂ ଅଧିବେଶନ ମଧ୍ୟବର୍ତ୍ତି ସମୟରେ ବୄଦ୍ଧି ପାଇବାକୁ ଅଧିବେଶନ ଆହ୍ୱାନଗୁଡ଼ିକ ।