ଯୁମେ ପ୍ରଶିକ୍ଷଣ ପଛରେ ଥିବା ଦର୍ଶନ

ବହୁଗୁଣିତ ହେଉଥିବା ଶିଷ୍ୟମାନଙ୍କ ସହ ପୃଥିବୀକୁ ସିକ୍ତ କରିବା
ଆମ ପୀଢ଼ିରେ

welcome-graphic

ଆମର ମୂଳ କାର୍ଯ୍ୟନିତୀ

ପବିତ୍ରତା, ପ୍ରାର୍ଥନା, ପ୍ରଶିକ୍ଷଣ ସଂତୃପ୍ତି, ମଣ୍ଡଳୀ ପରିପୁର୍ଣ୍ଣତା

ପବିତ୍ରତା, ଆଜ୍ଞାବହତା ଏବଂ ପ୍ରେମ

ଆମେ ବହୁଗୁଣିତ ହେଉଥିବା ଶ୍ରେଷ୍ଠ ଶିଷ୍ୟ ହେବା ଆବଶ୍ୟକ |

Jesus Measurement

ଯୀଶୁ ହେଉଛନ୍ତି ଆମର ମାନଦଣ୍ଡ |

ଆପଣ ନୁହନ୍ତି | ମୁଁ ନୁହେଁ | ଇତିହାସ ନୁହଁ | ଆଦର୍ଶଗୁଡ଼ିକ ନୁହଁ | ବିଧି-ବିଧାନ ନୁହଁ | ଯୀଶୁ ଓ ଯୀଶୁହିଁ ମାତ୍ର |

ସେ ଯେଭଳି ବଞ୍ଚିଲେ | ସେ ଯାହା କହିଲେ | ସେ ଯେଭଳି ପ୍ରେମ କଲେ | ସବୁକିଛି | ଏଠାରେ, ଆମ ପୁର୍ବରୁ ଆସିଥିବା ବିଶ୍ୱାସ ବୀର ମାନଙ୍କ ଭଳି, ଆମେ ତ୍ୱରିତ, ଉଗ୍ର ଓ ଯୀଶୁଙ୍କ ପ୍ରତି ମୂଲ୍ୟବାନ ଆଜ୍ଞାକାରିତାରେ ଚିହ୍ନିତ ହେବାକୁ ଆକାଂକ୍ଷା ରଖୁ |

ଯୀଶୁ ଉଭୟ ଅଟନ୍ତି ଏକ ମାନଦଣ୍ଡ ଓ ତାଙ୍କ ଭଳି ହେବାକୁ ତାଙ୍କ ଆତ୍ମା ଆମ ଏକ ଆଶା ଅଟନ୍ତି | ଏବଂ ଯେଉଁଦିନ ଆମେ ଆମକୁ ରାଜ୍ୟ ଫଳରେ ଓ ଆମ ବନ୍ଧୁମାନଙ୍କ ପ୍ରେ୍ମରେ ଘେରି ରହିଥିବା ଦେଖିବା, ଏହା ସମ୍ଭବ ହେଲା ଯେହେତୁ ଈଶ୍ୱରଙ୍କ ଆତ୍ମା ଆମକୁ ସଂଚରିତ କରିଛନ୍ତି |

ଅସାଧାରଣ ପ୍ରାର୍ଥନା

ଇତିହାସରେ ପ୍ରତ୍ୟେକ ଶିଷ୍ୟ ନିର୍ମାଣର ଆନ୍ଦୋଳନକୁ ଅସାଧାରଣ ପ୍ରାର୍ଥନା ହିଁ ଅଗ୍ରଗତି କରାଇଛି |

Extraordinary Prayer

ତୁମେ ପାଇ ନ ଥା‍ଅ ଯେହେତୁ ତୁମେ ମାଗି ନ ଥା‍ଅ (ଯାକୁବ ୪:୨) | ଯଦି ଆମେ ଆନ୍ଦୋଳନ ଦେଖିବାକୁ ଚାହୁଁ, ତେବେ ଆମକୁ ମାଗିବାର ଆବଶ୍ୟକ ଅଛି |

ପ୍ରଶିକ୍ଷଣ ପରିପୃକ୍ତ‍ତା

(୧ ପ୍ରଶିକ୍ଷଣ ÷ ଜନସଂଖ୍ୟା)

୧ ପ୍ରଶିକ୍ଷଣ

Training Saturation

ପ୍ରତ୍ୟେକ ୫,୦୦୦ ଲୋକ (ଉତ୍ତର ଆମେରିକା)
ପ୍ରତ୍ୟେକ ୫,୦୦୦ ଲୋକ (ବିଶ୍ୱବ୍ୟାପି)

ଶିଷ୍ୟ ବହୁଗୁଣିତ ହେବା ଚିନ୍ତାଧାରା ଶାସ୍ତ୍ରଭୁକ୍ତ ଅଟେ, କିନ୍ତୁ ଅନେକ ସମୟରେ ଛାଡ଼ି ଦିଆ ଯାଇଥାଏ | ବହୁଗୁଣିତ ସିଦ୍ଧାନ୍ତର ହେବା ଏକ ସରଳ ତାଲିମ୍ ଦ୍ୱାରା ଏଭଳିକି ଏକ ସ୍ଥାପିତ ବିଶ୍ୱାସୀଙ୍କୁ ମଧ୍ୟ ଏକ ଅଫଳଦାୟୀ ଜୀବନରୁ ମୁକ୍ତ କରି ପାରେ |

ମୁଖାମୁଖି ଜୀବନ୍ତ ତାଲିମ୍ ଅନେକ ସମୟରେ ଶ୍ରେଷ୍ଠ ଅଟେ | କିନ୍ତୁ ଯେଉଁଲୋକେ ତାଲିମ ଆବଶ୍ୟକ କରନ୍ତି, ଯେ ମୁଖାମୁଖି ଜୀବନ୍ତ ତାଲିମର ପହଞ୍ଚରୁ ବାହାରେ ଏଡ଼େ ବିସ୍ତୃତ ରୁପେ ରହିଛନ୍ତି | ଯୁମେ ପ୍ରଶିକ୍ଷଣ ଏକ ଅନ୍‍ଲାଇନ୍‍, ଜୀବନ-ଭିତିକ, ଅନୁରୋଧରେ ପ୍ରାପ୍ତ ତାଲିମ୍‍ ଯାହାକି ଦଳମାନଙ୍କ ପାଇଁ ପରିପ୍ରକ୍ଷ-ପରିବର୍ତ୍ତନକାରୀ ବହୁଗୁଣିତ ହେବା ତାଲିମ୍‍ ଅଟେ |

ଆମେ ସନ୍ଦେହ କରୁ, ବିଶେଷ ରୁପେ ଯେଉଁ ସ୍ଥଳଗୁଡ଼ିକରେ ମଣ୍ଡଳୀ ରହିଆସିଅଛି, ଆମେ ଶିଷ୍ୟ ନିର୍ମାଣର ଆନ୍ଦୋଳନ ଦେଖିବା ପୁର୍ବରୁ ଆମେ ଏକ ପ୍ରଶିକ୍ଷଣ ଆନ୍ଦଳୋନ ଆବଶ୍ୟକ କରୁ |

ସରଳ ମଣ୍ଡଳୀ ପରିପୃକ୍ତ‍ତା

(୨ ସରଳ ମଣ୍ଡଳୀ ÷ ଜନସଂଖ୍ୟା)

୨ ସରଳ ମଣ୍ଡଳୀ

Church Saturation

ପ୍ରତ୍ୟେକ ୫,୦୦୦ ଲୋକ (ଉତ୍ତର ଆମେରିକା)
ପ୍ରତ୍ୟେକ ୫,୦୦୦ ଲୋକ (ବିଶ୍ୱବ୍ୟାପି)

ଅନେକ ମଣ୍ଡଳୀ ଏକ ସ୍ଥାନରେ ଥିବା ଏକ ଆଶୀର୍ବାଦ ଅଟେ, କିନ୍ତୁ ଅନେକ ମଣ୍ଡଳୀ ଅନେକ ସ୍ଥାନରେ ଥିବା ବୃହତ୍ତର ଆଶୀର୍ବାଦ ଅଟେ | ଏବଂ ମଣ୍ଡଳୀଗୁଡ଼ିକ ଏପରି ସ୍ଥାନଗୁଡ଼ିକରେ ସଂଚରିତ ହେବା ଯେଉଁଠାରେ ଏପର୍ଯ୍ୟନ୍ତ କୌଣସି ମଣ୍ଡଳୀ ନାହିଁ ତାହା ଏକ ବୃହତ୍ତମ ଆଶୀର୍ବାଦ ଅଟେ |

ଯେମିତି କୁହାଯାଏ, "ଆପଣଙ୍କ ଭରସାର ଯୋଜନା କରନ୍ତୁ, ଆପଣଙ୍କ ଯୋଜନାର ଭରସା କରନ୍ତୁ ନାହିଁ" | ଆମେ ଜାଣୁ ଯେ ପ୍ରତ୍ୟେକ ଭାଷା, ଜାତି ଓ ଦେଶରୁ ବିଶ୍ୱାସୀମାନଙ୍କ ପରିବାର ରୁହନ୍ତୁ ବୋଲି ପିତାଙ୍କ ହୃଦୟରେ ରହିଛି | ସେ ମଧ୍ୟ ତାଙ୍କ ପୁନଃମିଳନ କାର୍ଯ୍ୟରେ ଆମକୁ ସହକର୍ମୀ ରୁପେ ଆମନ୍ତ୍ରଣ ଦେଇଛନ୍ତି | ସେହେତୁ ଆମର ୧ପ୍ରଶିକ୍ଷଣ ଓ ୨ମଣ୍ଡଳୀ ର ଲକ୍ଷ୍ୟ ଯିଏ ଏହାକୁ ସାଧ୍ୟ କରିପାରନ୍ତି ତାଙ୍କଠାରୁ ଆସେ |