ଆପଣଙ୍କ ଦଳର ନିର୍ଦ୍ଧାରଣ କରନ୍ତୁ, ସଦସ୍ୟମାନଙ୍କୁ ଯୋଗ କରନ୍ତୁ, ଆପଣଙ୍କ ପ୍ରଗତିର ନଜର ରଖନ୍ତୁ, ପ୍ରଶିକ୍ଷକଙ୍କ ସହ ଯୋଡ଼ିତ ହୁଅନ୍ତୁ ଏବଂ ବୈଶ୍ୱିକ ଦର୍ଶନରେ ଆପଣଙ୍କ ଉଦ୍ୟମର ଯୋଗଦାନ ଦିଅନ୍ତୁ !

ଯୁମେ ତାଲିମ୍‍

୧୦ଗୋଟି ଅଧିବେଶନ, ପ୍ରତ୍ୟକ ୨ଘଣ୍ଟା, ୩-୧୨ ଜଣର ଦଳଙ୍କ ଶକାସେ


୫ ମିନିଟ
ଈଶ୍ୱର ସାଧାରଣ ଲୋକମାନଙ୍କୁ ବ୍ୟବହାର କରିଥା‍ଆନ୍ତି |

ଆପଣ ଦେଖି ପାରିବେ ଯେ ଈଶ୍ୱର କିପରି ସାମାନ୍ୟ କାର୍ଯ୍ୟ କରୁଥିବା ସାଧାରଣ ଲୋକମାନଙ୍କୁ ବୃହତ୍ ପ୍ରଭାବ ନିମନ୍ତେ ବ୍ୟବହାର କରିଥାନ୍ତି |

୧୫ ମିନିଟ୍
ଶିଷ୍ୟ ଏବଂ ମଣ୍ଡଳୀର ସରଳ ସଜ୍ଞା

ଏକ ଶିଷ୍ୟ ହେବାର, ଏକ ଶିଷ୍ୟ କରିବାର ଏବଂ ଏକ ମଣ୍ଡଳୀ କ'ଣ ଅଟେ ଏହାର ସାର ଖୋଜି ପା‍ଆନ୍ତୁ |

୧୫ ମିନିଟ୍
ଆଧ୍ୟାତ୍ମିକ ଶ୍ୱାସକ୍ରିୟା ହେଉଛି ଈଶ୍ୱରଙ୍କ ଠାରୁ ଶୁଣିବା ଏବଂ ଆଜ୍ଞା ପାଳନ କରିବା

ଶିଷ୍ୟ ହେବାର ମାନେ ହେଉଛି ଆମେ ଈଶ୍ୱରଙ୍କ ଠାରୁ ଶୁଣୁ ଏବଂ ତାଙ୍କ ଆଜ୍ଞା ପାଳନ କରୁ |

୧୫ ମିନିଟ୍
ଏସ୍‍ଓଏପିଏସ୍‍ ବାଇବଲ୍‍ ପଠନ

ବାଇବଲ୍‍ ଅଧ୍ୟ‍ୟନ ନିମନ୍ତେ ଏକ ଉପକରଣ ଯାହା ଆପଣଙ୍କୁ ଈଶ୍ୱରଙ୍କ ବାକ୍ୟ ବୁଝିବାକୁ, ପାଳନ କରିବାକୁ ଏବଂ ବାଣ୍ଟିବାକୁ ସାହାଯ୍ୟ କରେ |

୧୫ ମିନିଟ୍
ଉତ୍ତରଦାୟୀ ଦଳ ସମୁହ

ସମାନ ଲିଙ୍ଗର ଦୁଇ ଅଥବା ତିନି ଜଣଙ୍କ ପାଇଁ ସପ୍ତାହିକ ରୁପେ ବୈଠକ କରିବାକୁ ଏବଂ ଭଲ କାର୍ଯ୍ୟ ହେଉଥିବା କ୍ଷେତ୍ର‌ରେ ପରସ୍ପରକୁ ପ୍ରତ୍ସାହିତ କରିବାକୁ ଓ ସଂଶୋଧନ ଆବଶ୍ୟକ ଥିବା କ୍ଷେତ୍ରକୁ ପ୍ରକଟ କରିବାକୁ ଏକ ଉପକରଣ ଅଟେ |

୧୫ ମିନିଟ୍
ଅଭ୍ୟାସ କରନ୍ତୁ - ଉତ୍ତରଦାୟୀ ଦଳସମୁହ
୪୫ ମିନିଟ୍‍
ଆଗକୁ ଦେଖିବା
୫ ମିନିଟ
ପ୍ରବେଶ ଚିହ୍ନିତ କରନ୍ତୁ, ପ୍ରାର୍ଥନା, ସମୀକ୍ଷା
୫ ମିନିଟ
ଉପଭୋକ୍ତା ବନାମ ଉତ୍ପାଦକ ଜୀବନଶୈଳୀ

ଆପଣ ଚାରିଗୋଟି ପଥ ଆବିଷ୍କାର କରିବେ ଯେ ଈଶ୍ୱର କିପରି ଦୈନ‍ନ୍ଦିନ ଅନୁଗାମୀ ମାନଙ୍କୁ ଅଧିକ ରୁପେ ଯୀଶୁଙ୍କ ଭଳି କରନ୍ତି |

୧୫ ମିନିଟ୍
ପ୍ରାର୍ଥନାରେ ଏକ ଘଣ୍ଟା କିପରି ବିତାଇବା

ପ୍ରାର୍ଥନାରେ ଏକ ଘଣ୍ଟା ସମୟ ବିତାଇବା କେତେ ସହଜ ଦେଖନ୍ତୁ |

୧୫ ମିନିଟ୍
ଅଭ୍ୟାସ କରନ୍ତୁ - ପ୍ରାର୍ଥନା ଚକ୍ର
୬୦ ମିନିଟ୍‍
ଚର୍ଚ୍ଚା କରନ୍ତୁ - ପ୍ରାର୍ଥନା ଚକ୍ର
୫ ମିନିଟ
ସମ୍ପର୍କଗତ ପରିଚାରକତ୍ୱ - ୧୦୦ର ତାଲିକା

ଏକ ଉପକରଣ ଯାହା ଆପଣଙ୍କ ସମ୍ପର୍କଗୁଡ଼ିକର ଉତ୍ତମ ପରିଚାରକ ହେବାକୁ ସାହାଯ୍ୟ କରିଥାଏ |

୧୫ ମିନିଟ୍
ଅଭ୍ୟାସ କରନ୍ତୁ - ୧୦୦ର ତାଲିକା ତିଆରି କରନ୍ତୁ
୩୦ ମିନିଟ୍‍
ଆଗକୁ ଦେଖିବା
୫ ମିନିଟ
ପ୍ରବେଶ ଚିହ୍ନିତ କରନ୍ତୁ, ପ୍ରାର୍ଥନା, ସମୀକ୍ଷା
୫ ମିନିଟ
ରାଜ୍ୟ ଅର୍ଥନିତୀ

ଜଗତର ଅର୍ଥନିତୀ ଠାରୁ ଈଶ୍ୱରଙ୍କ ଅର୍ଥନିତୀ କିପରି ଭିନ୍ନ ଏହା ଶିକ୍ଷା କରନ୍ତୁ | ଈଶ୍ୱର ତାଙ୍କ ଜୀବନରେ ଅଧିକ ନିବେଶ କରିଥା‍ଆନ୍ତି ଯିଏ ଆଗରୁ ଦିଆଯାଇଥିବା ବିଷୟଗୁଡ଼ିକରେ ବିଶ୍ୱସ୍ତ ଅଟନ୍ତି |

୧୫ ମିନିଟ୍
ଚର୍ଚ୍ଚା କରନ୍ତୁ - ପ୍ରତ୍ୟେକ ବିଶ୍ୱାସୀ ସାକ୍ଷ ଦେବା ଉଚିତ୍ କି?
୫ ମିନିଟ
ସୁସମାଚାର ଏବଂ ଏହାକୁ କିପରି ବିତରଣ କରିବା

ଈଶ୍ୱରଙ୍କ ସୁସମାଚାର ମନୁଷ୍ୟର ସୃଷ୍ଟିରୁ ଆରମ୍ଭ କରି ଯୁଗାନ୍ତ ପର୍ଯ୍ୟନ୍ତ ବିତରଣ କରିବାକୁ ଶିକ୍ଷା କରନ୍ତୁ |

୧୫ ମିନିଟ୍
ଅଭ୍ୟାସ କରନ୍ତୁ - ସୁସମାଚାର ବିତରଣ କରିବାକୁ
୪୫ ମିନିଟ୍‍
ବାପ୍ତିସ୍ମ ଏବଂ ଏହାକୁ କିଭଳି କରିବା

ଯୀଶୁ କହିଲେ, "ଯା‍ଅ ଓ ସମସ୍ତ ଜାତିର ଲୋକଙ୍କୁ ମୋର ଶିଷ୍ୟ କର, ପିତା, ପୁତ୍ର ଓ ପବିତ୍ରଆତ୍ମାଙ୍କ ନାମରେ ବାପ୍ତିସ୍ମ ଦେଇ..." ଏହାକୁ କିପରି ଅମଳ କରାଯାଏ ଶିଖନ୍ତୁ |

୧୫ ମିନିଟ୍
ଆଗକୁ ଦେଖିବା
୫ ମିନିଟ
ପ୍ରବେଶ ଚିହ୍ନିତ କରନ୍ତୁ, ପ୍ରାର୍ଥନା, ସମୀକ୍ଷା
୫ ମିନିଟ
ଆପଣଙ୍କ ୩-ମିନିଟ୍‍ର ସାକ୍ଷ ପ୍ରସ୍ତୁତ କର

ଯୀଶୁ କିପରି ଆପଣଙ୍କ ଜୀବନକୁ ପ୍ରଭାବିତ କଲେ ଏହା କହିବା ଦ୍ୱାରା ଆପଣଙ୍କ ସାକ୍ଷ ତିନି ମିନିଟ୍‌ରେ ବିତରଣ କରିବାକୁ ଶିକ୍ଷା କରନ୍ତୁ |

୧୫ ମିନିଟ୍
ଅଭ୍ୟାସ କରନ୍ତୁ - ଆପଣଙ୍କ ସାକ୍ଷ ବିତରଣ କରନ୍ତୁ |
୪୫ ମିନିଟ୍‍
ଦର୍ଶନ ଉନ୍ମୋଚନ ଏକ ମହତ ଆଶୀଷ

ଯୀଶୁଙ୍କର କେବଳ ଗୋଟିଏ ଅନୁଗାମୀଙ୍କୁ ନୁହଁ କିନ୍ତୁ ଏକ ସମଗ୍ର ଆତ୍ମିକ ପରିବାର ଯିଏକି ଆଗାମୀ ପିଢ଼ିମାନଙ୍କୁ ମଧ୍ୟ ବହୁଗୁଣିତ କରିବାକୁ ଏକ ସରଳ ପଦ୍ଧତି ଶିକ୍ଷା କରନ୍ତୁ |

୧୫ ମିନିଟ୍
ଶିଶୁବତକ ଶିଷ୍ୟତ୍ୱ - ତୁରନ୍ତ ନେତୃତ୍ୱ କରିବା

ଶିଷ୍ୟ ନିର୍ମାଣ ସହ ଶିଶୁ ବତକର ସମ୍ପର୍କ କ'ଣ ଏହା ଶିକ୍ଷା କରନ୍ତୁ |

୧୫ ମିନିଟ୍
ଦେଖିବାକୁ ଚ‍କ୍ଷୁ ଯେଉଁଠାରେ ଇଶ୍ୱରଙ୍କ ରାଜ୍ୟ ନାହିଁ 

ଈଶ୍ୱରଙ୍କ ରାଜ୍ୟ କେଉଁଠାରେ ନାହିଁ ଏହା ଦେଖିବାକୁ ପ୍ରାରମ୍ଭ କରନ୍ତୁ | ଏହା ସେହି ସ୍ଥଳ ଗୁଡ଼ିକ ଅଟେ ଯେଉଁଠାରେ ଈଶ୍ୱର ସବୁଠାରୁ ଅଧିକ କାର୍ଯ୍ୟକରିବାକୁ ଚାହାନ୍ତି |

୧୫ ମିନିଟ୍
ପ୍ରଭୁଭୋଗ ଓ କିପରି ଏହାର ନେତୃତ୍ୱ କରିବା

ଯୀଶୁଙ୍କ ସହିତ ଆମର ଅନ୍ତରଙ୍ଗ ଏବଂ ଜାରିଥିବା ସମ୍ପର୍କକୁ ଉତ୍ସବ କରିବା ପାଇଁ ଏହା ଏକ ସରଳ ମାର୍ଗ ଅଟେ | ଉତ୍ସବ କରିବାକୁ ଏକ ସରଳ ମାର୍ଗ ଶିକ୍ଷା କରନ୍ତୁ |

୧୫ ମିନିଟ୍
ଅଭ୍ୟାସ କରନ୍ତୁ - ପ୍ରଭୁଭୋଜ
୧୦ ମିନିଟ୍
ଆଗକୁ ଦେଖିବା
୫ ମିନିଟ
ପ୍ରବେଶ ଚିହ୍ନିତ କରନ୍ତୁ, ପ୍ରାର୍ଥନା, ସମୀକ୍ଷା
୫ ମିନିଟ
ପ୍ରାର୍ଥନା ବିଚରଣ ଏବଂ ଏହା କିପରି କରିବା

ଅନ୍ୟମାନଙ୍କ ଶକାସେ ପ୍ରାର୍ଥନା କରିବାକୁ ଦେଇଥିବା ଈଶ୍ୱରଙ୍କ ଆଜ୍ଞାକୁ ପାଳନ କରିବାର ଏକ ସରଳ ମାର୍ଗ | ଏବଂ ଏହାର ତାତ୍ପର୍ଯ୍ୟ ଏହାର ଶବ୍ଦରେ ହିଁ ରହିଛି - ଆଖପାଖରେ ଚାଲୁଥିବା ସମୟରେ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିବା |

୧୫ ମିନିଟ୍
ଏକ ଶାନ୍ତିପ୍ରିୟ ଲୋକ ଏବଂ ଜଣକୁ କିପରି ଖୋଜି ପାଇବା

ଜଣେ ଶାନ୍ତିପ୍ରିୟ ଲୋକ କିଏ ହୋଇପାରନ୍ତି ଓ ଜଣକୁ ପାଇଛନ୍ତି ବୋଲି ଆପଣ କିପରି ଜାଣିବେ ଶିଖନ୍ତୁ |

୧୫ ମିନିଟ୍
ବିଏଲ୍‍ଇଏସ୍ଏସ୍‍ ପ୍ରାର୍ଥନା ଶୈଳୀ

ଅନ୍ୟମାନଙ୍କ ଶକାସେ ପ୍ରାର୍ଥନା କରିବାରେ ଆପଣଙ୍କୁ ସ୍ମରଣ କରିଦେବାକୁ ଏକ ସରଳ ସ୍ମୃତି ସହାୟକ ଅଭ୍ୟାସ କରନ୍ତୁ |

୧୫ ମିନିଟ୍
ଅଭ୍ୟାସ କରନ୍ତୁ - ବି.ଏଲ୍‌.ଇ.ଏସ୍‌.ଏସ୍‌ ପ୍ରାର୍ଥନା
୧୫ ମିନିଟ୍
ଅଭ୍ୟାସ କରନ୍ତୁ - ପ୍ରାର୍ଥନା ବିଚରଣ
୯୦ ମିନିଟ୍‍
ଆଗକୁ ଦେଖିବା
୫ ମିନିଟ
ପ୍ରବେଶ ଚିହ୍ନିତ କରନ୍ତୁ, ପ୍ରାର୍ଥନା, ସମୀକ୍ଷା
୫ ମିନିଟ
ବିଶ୍ୱସ୍ତ‍ତା ଜ୍ଞାନଠାରୁ ଉତ୍ତମ ଅଟେ

ଶିଷ୍ୟମାନେ କ'ଣ ଜାଣିଛନ୍ତି ଏହା ଗୁରୁତ୍ୱପୁର୍ଣ୍ଣ ଅଟେ - କିନ୍ତୁ ଏହା ଅତିଗୁରୁତ୍ୱପୁର୍ଣ୍ଣ ଯେ ସେମାନେ ଜାଣିଥିବା ବିଷୟରେ ସେମାନେ କ'ଣ କରିଥା‌ଆନ୍ତି?

୧୫ ମିନିଟ୍
୩/୩ ଦଳୀୟ ବୈଠକ ଶୈଳୀ

ଏକ ୩/୩ ଦଳ ଯୀଶୁଙ୍କ ଅନୁଗାମୀମାନଙ୍କ ପାଇଁ ଭେଟିବା, ପ୍ରାର୍ଥନା କରିବା, ଶିକ୍ଷା କରିବା, ବୃଦ୍ଧି ପାଇବା, ଆଜ୍ଞାମାନିବାକୁ ଅଭ୍ୟାସ କରିବା ଓ ଶିକ୍ଷା କରିଥିବା ବିଷୟକୁ ବିତରଣ କରିବାର ଏକ ମାର୍ଗ | ଏହି ରୁପେ, ଏକ ୩/୩ ଦଳ କେବଳ ଏକ ଛୋଟ ଦଳ ନୁହେଁ କିନ୍ତୁ ଏକ ସରଳ ମଣ୍ଡଳୀ ଅଟେ |

୭୫ ମିନିଟ୍
ଆଗକୁ ଦେଖିବା
୫ ମିନିଟ
ଶିଷ୍ୟମାନଙ୍କ ପରିପକ୍ୱତା ଶକାସେ ପ୍ରଶିକ୍ଷଣ ଚକ୍ର

ପ୍ରଶିକ୍ଷଣ ଚକ୍ରକୁ ଅଭ୍ୟାସ କରନ୍ତୁ ଏବଂ ଆପଣଙ୍କ ଶିଷ୍ୟ ନିର୍ମାଣରେ ଏହା କିପରି ଲାଗୁ ହୋଇପାରେ ଏହା ବିଚାର କରନ୍ତୁ |

୧୫ ମିନିଟ୍
ଅଭ୍ୟାସ କରନ୍ତୁ - ୩/୩ ଦଳ
୯୦ ମିନିଟ୍‍
ଚର୍ଚ୍ଚା କରନ୍ତୁ - ୩/୩ ଦଳୀୟ ଅନୁଭୂତି
୧୦ ମିନିଟ୍
ଆଗକୁ ଦେଖିବା
୫ ମିନିଟ
ପ୍ରବେଶ ଚିହ୍ନିତ କରନ୍ତୁ, ପ୍ରାର୍ଥନା, ସମୀକ୍ଷା
୫ ମିନିଟ
ନେତୃତ୍ୱ କକ୍ଷଗୁଡ଼ିକ

ନେତୃତ୍ୱ କକ୍ଷ ଏକ ମାଧ୍ୟମ ଅଟେ ଯେଉଁଠାରେ ନେତୃତ୍ୱ କରିବାକୁ ଆହୁତ ବୋଲି ଅନୁଭବ କରୁଥିବା ବ୍ୟକ୍ତି ସେବା କରିବା ଦ୍ୱାରା ନେତୃତ୍ୱ କରିବା ଅଭ୍ୟାସ କରି ପାରନ୍ତି |

୧୫ ମିନିଟ୍
ଅଭ୍ୟାସ କରନ୍ତୁ - ୩/୩ ଦଳ
୯୦ ମିନିଟ୍‍
ଆଗକୁ ଦେଖିବା
୫ ମିନିଟ
ପ୍ରବେଶ ଚିହ୍ନିତ କରନ୍ତୁ, ପ୍ରାର୍ଥନା, ସମୀକ୍ଷା
୫ ମିନିଟ
ଅଣ-ଅନୁକ୍ରମିକ ବୃଦ୍ଧି ଅପେକ୍ଷା କର

ଶିଷ୍ୟ ନିର୍ମାଣ କିପରି ରୈଖିକ ହେବା ଆବଶ୍ୟକ ନୁହେଁ ଜାଣନ୍ତୁ | ଏକ ସମୟରେ ଅନେକ ବିଷୟ ଘଟିପାରେ |

୧୫ ମିନିଟ୍
ବହୁଗୁଣିତ ହେବାର ଗତି ମାନେ ରଖିଥାଏ

ବହୁଗୁଣିତ ହେବା ଗୁରୁତ୍ୱପୂର୍ଣ୍ଣ ଅଟେ ଏବଂ ଶୀଘ୍ର ବହୁଗୁଣିତ ହେବା ଆହୁରି ଅଧିକ ଗୁରୁତ୍ୱପୂର୍ଣ୍ଣ ଅଟେ | ଗତି କାହିଁକି ଗୁରୁତ୍ୱପୁର୍ଣ୍ଣ ଦେଖନ୍ତୁ |

୧୫ ମିନିଟ୍
ସର୍ବଦା ଦୁଇଟି ମଣ୍ଡଳୀର ଅଂଶ

ଯିବା ଏବଂ ରହିବା ଦ୍ୱାରା ଯୀଶୁଙ୍କ ଆଜ୍ଞାମାନିବାକୁ ଶିକ୍ଷା କରନ୍ତୁ

୧୫ ମିନିଟ୍
ତିନି-ମାସ ଯୋଜନା (ଲଗ୍ଇନ୍‍ ଆବଶ୍ୟକ)

ଆଗାମୀ ତିନି ମାସରେ ଆପଣ ଯୁମେ ଉପକରଣକୁ କିପରି ଉପଯୋଗ କରିବେ ଏହାର ଯୋଜନା ତିଆରି ଏବଂ ବିତରଣ କରନ୍ତୁ |

୧୫ ମିନିଟ୍
ଅଭ୍ୟାସ କରନ୍ତୁ - ୩-ମାସ ଯୋଜନା ତିଆରି କରିବା
୬୦ ମିନିଟ୍‍
ଚର୍ଚ୍ଚା କରନ୍ତୁ - ଦଳଙ୍କ ସହିତ ୩-ମାସ ଯୋଜନା ଅଭିବ୍ୟକ୍ତ କରିବା |
୨୦ ମିନିଟ୍‍
ଆଗକୁ ଦେଖିବା
୫ ମିନିଟ
ପ୍ରବେଶ ଚିହ୍ନିତ କରନ୍ତୁ, ପ୍ରାର୍ଥନା, ସମୀକ୍ଷା
୫ ମିନିଟ
ପ୍ରଶିକ୍ଷଣ ଜାଞ୍ଚତାଲିକା

ଏକ ଶକ୍ତିଶାଳୀ ଉପକରଣ ଅଟେ ଯେବେ ଶିଷ୍ୟ ନିର୍ମାଣ କରିବା ଓ ବହୁଗୁଣିତ କରିବା କଥା ଆସେ ଏହାର ବ୍ୟବହାର କରି ଆପଣା ସାମର୍ଥ୍ୟ ଓ ଦୁର୍ବଳତା ଅତିଶୀଘ୍ର ଜାଣିପାରିବେ |

୧୫ ମିନିଟ୍
ଅଭ୍ୟାସ କରନ୍ତୁ - ପ୍ରଶିକ୍ଷଣ ଯାଞ୍ଚତାଲିକା ସ୍ୱୟଂ-ମୂଲ୍ୟାଙ୍କନ
୧୦ ମିନିଟ୍
ନେଟ୍‌ୱାର୍କସ୍‌ରେ ନେତୃତ୍ୱ

ବହୁଗୁଣିତ ହେଉଥିବା ମଣ୍ଡଳୀଗୁଡ଼ିକ କିଭଳି ପରସ୍ପର ସହିତ ସଂଯୁକ୍ତ ହୋଇରୁହନ୍ତି ଏବଂ ବିସ୍ତୃତ ଓ ଆଧ୍ୟାତ୍ମିକ ପରିବାର ରୁପେ ଏକତ୍ର ଜୀବନ ଯାପନ କରନ୍ତି ଜାଣନ୍ତୁ |

୧୫ ମିନିଟ୍
ସହପାଠୀ ଉପଦେଶକ ଦଳସମୁହ 

ଏହି ଦଳ ୩/୩ ଦଳସମୁହ ପ୍ରାରମ୍ଭ ଓ ନେତୃତ୍ୱ କରୁଥିବା ଲୋକମାନଙ୍କର ସମାହାର ଅଟେ | ଏହା ୩/୩ ପ୍ରାରୁପକୁ ମଧ୍ୟ ଅନୁସରଣ କରିଥାଏ ଓ ଆପଣଙ୍କ ଅଞ୍ଚଳରେ ଈଶ୍ୱରଙ୍କ କାର୍ଯ୍ୟର ଆଧ୍ୟତ୍ମିକ ସ୍ୱାସ୍ଥ୍ୟ ଆକଳନ କରିବାକୁ ଏକ ଶକ୍ତିଶାଳୀ ମାର୍ଗ ଅଟେ |

୧୫ ମିନିଟ୍
ଚତୁଃଦିଗର ଉପକରଣ

ଚତୁଃକ୍ଷେତ୍ର ନିଦାନ ରେଖାଚିତ୍ର ନେତୃତ୍ୱ କକ୍ଷ ଦ୍ୱାରା ବ୍ୟବହାର କରାଯିବା ପାଇଁ ଏକ ସରଳ ଉପକରଣ ଅଟେ ଯଦ୍ୱାରା ସେ ବର୍ତ୍ତମାନ ପ୍ରୟାସ ସବୁର ସ୍ଥିତି ଓ ତାଙ୍କ ଆଖପାଖରେ ଥିବା ରାଜ୍ୟ ଗତିବିଧି ଉପରେ ପ୍ରତିବିମ୍ବିତ କରି ପାରିବେ |

୧୫ ମିନିଟ୍
ପୀଢ଼ିଗତ ମାନଚିତ୍ରକରଣ

ପୀଢ଼ିଗତ ମାନଚିତ୍ରକରଣ ଅନ୍ୟ ଏକ ସରଳ ଉପକରଣ ଅଟେ ଯାହା ଆନ୍ଦୋଳନରେ ଥିବା ଅଗ୍ରଣୀଙ୍କୁ ତାଙ୍କ ଚତୁଃପାର୍ଶ୍ୱରେ ଘଟୁଥିବା ବୃଦ୍ଧିକୁ ବୁଝିବାରେ ସହାୟକ ହୋଇଥାଏ |

୧୫ ମିନିଟ୍
ଅଭ୍ୟାସ କରନ୍ତୁ - ୩/୩ ସହପାଠୀ ଉପଦେଶକ
୬୦ ମିନିଟ୍‍
ଅଭ୍ୟାସ କରନ୍ତୁ - ଚତୁଃକ୍ଷେତ୍ର
୧୦ ମିନିଟ୍
ଅଭ୍ୟାସ କରନ୍ତୁ - ପୀଢ଼ିଗତ ମାନଚିତ୍ରକରଣ
୧୦ ମିନିଟ୍
ଆଗକୁ ଦେଖିବା
୫ ମିନିଟ
Loading...
Loading...
Loading...

ଭାଷା


English English
العربية Arabic
العربية - الأردن Arabic (JO)
Sign Language American Sign Language
भोजपुरी Bhojpuri
বাংলা Bengali (India)
Bosanski Bosnian
粵語 (繁體) Cantonese (Traditional)
Hrvatski Croatian
فارسی Farsi/Persian
Français French
Deutsch German
ગુજરાતી Gujarati
Hausa Hausa
हिंदी Hindi
Bahasa Indonesia Indonesian
Italiano Italian
ಕನ್ನಡ Kannada
한국어 Korean
کوردی Kurdish
ພາສາລາວ Lao
𑒧𑒻𑒟𑒱𑒪𑒲 Maithili
國語(繁體) Mandarin (Traditional)
国语(简体) Mandarin (Simplified)
मराठी Marathi
മലയാളം Malayalam
नेपाली Nepali
ଓଡ଼ିଆ Oriya
Apagibete Panjabi
Português Portuguese
русский Russian
Română Romanian
Slovenščina Slovenian
Español Spanish
Soomaaliga Somali
Kiswahili Swahili
தமிழ் Tamil
తెలుగు Telugu
ไทย Thai
Türkçe Turkish
اُردُو Urdu
Tiếng Việt Vietnamese
Yorùbá Yoruba
More languages in progress